ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାରେ ବାଂଲାଦେଶୀ ଯୁବକ ଗିରଫ

ପୁରୀ: କୋଟି କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗରେ ପୁରୀ ସିଂହଦ୍ୱାର ପୁଲିସ ଜଣେ ବାଂଲାଦେଶର ନାଗରିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ‌ହେଲା ଆକାଶ ଚୌଧୁରୀ। ସିଂହଦ୍ୱାର ପୁଲିସ କହିଛି, ଶ୍ରୀଜଗନ୍ନାଥ ମନ୍ଦିରର ଭିତର ପାର୍ଶ୍ଵର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ନେଇ ଗତ ୧୯ ତାରିଖ ଦିନ ଏକ ମାମଲା ରୁଜୁ ହୋଇଥିଲା। ଏତଲା … Continue reading ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାରେ ବାଂଲାଦେଶୀ ଯୁବକ ଗିରଫ